You can write and publish your own articles here.
Please download the app to get started.

Download App

ଭାରତୀୟଙ୍କ ଶରୀରରେ ଅଦୃଶ୍ୟ ଭୂତାଣୁର ରୋଗ - ସିଙ୍ଗଲସ୍‌

ରାଜଲକ୍ଷ୍ମୀ

ନୂଆଦିଲ୍ଲୀ: ଆମ ମଧ୍ୟରୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ, ଆମ ଶରୀରରେ ଏକ ଭାଇରସ ଲୁଚି ରହିଛି, ଯାହା ବୟସ ବୃଦ୍ଧି ସହିତ ଏକ ବିପଜ୍ଜନକ ରୂପ ନେଇପାରେ। ଏକ ସଦ୍ୟତମ ସର୍ଭେ ଅନୁଯାୟୀ, ଏହି ଭାଇରସ ୫୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ୯୦ ପ୍ରତିଶତ ଭାରତୀୟଙ୍କ ଶରୀରରେ ରହିଛି।କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ୫୬.୬ ପ୍ରତିଶତ ଲୋକଙ୍କ ପାଖରେ ଏହା ବିଷୟରେ କୌଣସି ସୂଚନା ନାହିଁ। ଏହି ଭାଇରସ୍ ହେଉଛି ଭାରିସେଲା-ଜୋଷ୍ଟର। ଯାହା ପିଲାଦିନେ ହାଡ଼ଫୁଟି(ଚିକେନପକ୍ସ) ସୃଷ୍ଟି କରିଥିବାବେଳେ ​​ପରବର୍ତ୍ତୀ ସମୟରେ ଶରୀରରେ ନିଷ୍କ୍ରିୟ ଅବସ୍ଥାରେ ରହିଥାଏ।ଭାରିସେଲା-ଜୋଷ୍ଟର ଭାଇରସ(ଭିଜେଡଭି) ହେଉଛି ସମାନ ଭାଇରସ ଯାହା ପିଲାମାନଙ୍କଠାରେ ଚିକେନପକ୍ସ ସୃଷ୍ଟି କରିଥାଏ।ଏହି ଭାଇରସ ଆମ ଶରୀରର ସ୍ନାୟୁ ପ୍ରଣାଳୀରେ ସୁପ୍ତ ଅବସ୍ଥାରେ ରହିଥାଏ, କିନ୍ତୁ ବୟସ ବୃଦ୍ଧି ଏବଂ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ସହିତ ଏହା ପୁଣି ସକ୍ରିୟ ହୋଇପାରେ। ଏହି କାରଣରୁ,.......Read More

Category: ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App