You can write and publish your own articles here.
Please download the app to get started.

Download App

ପିଲା ଚୋରି

ସୁକାନ୍ତି ରାଉତ

ଘଣ୍ଟାକୁ ଚାହିଁଲା ଅରୁନ୍ଧତୀ। ରାତି ଦୁଇଟା ହେବାକୁ ଆଉ ପନ୍ଦର ମିନିଟ୍‍ ବାକି ରହିଛି। ତଥାପି ଆଖିକୁ ନିଦ ଆସୁନି। ଅନାବନା ଭାବନାରେ ଛନ୍ଦି ହୋଇପଡ଼ୁଛି। ରାତି ପାହି ସକାଳ ହେଲା। ଭାବିଥିଲା ସକାଳଟା ବେଶ୍‍ ଭଲରେ କଟିବ। ଖବରକାଗଜ ବାଲାର କଲିଂ ବେଲ୍‍ରେ କବାଟ ଖୋଲି ଖବରକାଗଜର ପ୍ରଥମ ପୃଷ୍ଠାରେ ଥିବା ଖବର ଉପରେ ଆଖି ବୁଲେଇ ନେଲା। ସବୁଠାରୁ ବଡ଼ ଖବର ହୋଇଛି ଯେ ଯମୁନାଲାଲ୍‍ ହସପିଟାଲରୁ ସଦ୍ୟ ଜନ୍ମ ହୋଇଥିବା ଶିଶୁପୁତ୍ର ଉଭାନ୍‍। ଏତକ ପଢ଼଼ିସାରି ତାର ସବୁକ୍ଲାନ୍ତି କୁଆଡ଼େ ଉଭେଇ ଗଲା। ନୀଳକଇଁ ପରି ଦୁଇ ଆଖି ସ୍ୱତଃ ବିସ୍ଫାରିତ ହୋଇଗଲା।ସକାଳୁ ଟିକେ କଫି ନ ପିଇଲେ ଭଲରେ ଯାଏନି ଦିନ ତାର। ଏଇ କଫି ପିଇବା ଅଭ୍ୟାସଟା ତା ବାପାଙ୍କ ଠୁଁ ଶିଖିଛି। ଏମିତି ଗୋଟେ ଖବର ପଢ଼଼ି ଏକଥରରେ ସବୁଯାକ ନିତ୍ୟକର୍ମ କରିବାକୁ ଭୁଲିଗଲା। ତାର ମନେ ହେଉଥିଲା ଯଦି ଖୋଳତାଡ଼ ହୁଏ.......Read More

Category: ଗଳ୍ପ (ଆଧୁନିକ) | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App