You can write and publish your own articles here.
Please download the app to get started.

Download App

ମା ବିମଳା

ସଂଗୃହୀତ

ବୈଚିତ୍ର୍ୟମୟ ଠାକୁର ଶ୍ରୀ ଜଗନ୍ନାଥଙ୍କ ଲୀଳା, ନୀତି ତଥା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ଯେତିକି ଦୁଃସାଧ୍ୟ, ସେତିକି ବୈଚିତ୍ର୍ୟମୟ। ତାଙ୍କ ବିଷୟରେ ଆଲୋଚନା କରିବା ତହୁଁ ବଳି ଦୁଃସାଧ୍ୟ। ସେଥିପାଇଁ ଭାଗବତ ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଷାରେ - “ଯା ଲୀଳା ଦେବେ ଅଗୋଚର, କେ ବର୍ଣ୍ଣିପାରେ ଲୀଳା ତାର।” ତେଣୁ ତାଙ୍କର ଲୀଳା ବର୍ଣ୍ଣନା କରିବା ମନୁଷ୍ୟପକ୍ଷେ ସମ୍ଭବ ନୁହେଁ। ମହାପ୍ରଭୁ ଯେତିକି କୃପା କରନ୍ତି ଭକ୍ତଗଣ ତାଙ୍କୁ ସେତିକି ଜାଣିପାରନ୍ତି। ଯେଉଁ ମହାପ୍ରଭୁ ସମଗ୍ର ଜଗତର ସ୍ରଷ୍ଟା, ମାଳ ମାଳ ବ୍ରହ୍ମାଣ୍ଡ ଯାହାଙ୍କର ଲୋମକୂପରେ ରହିଥା’ନ୍ତି।“ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତୋ’ ଲୋମକୂପେ ଛନ୍ତି ରହି।” (ଭାଗବତ)ଯେ ଅନାଦି ଅନନ୍ତ, ଯାହାଙ୍କ ଇଚ୍ଛାରେ ଅନନ୍ତ କୋଟି ବ୍ରହ୍ମାଣ୍ଡର ସମସ୍ତେ ଆତଯାତ ତାଙ୍କର ରହସ୍ୟ ଭେଦ କରିବା ଦେବତାମାନଙ୍କ ପକ୍ଷରେ ମଧ୍ୟ ଅସମ୍ଭବ। ସର୍ବଂରହସ୍ୟ ପୁରୁଷୋତ୍ତମସ୍ୟ, ଦେବାଃ ଜାନାନ୍ତି କୁତଃ ବା ମନୁଷ୍ୟାଃ।” ସେହି ବିଶ୍ବନିୟନ୍ତା.......Read More

Category: ଧର୍ମ ଓ ଅଧ୍ୟାତ୍ମ | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App