ଆନ୍ଧ୍ରପ୍ରଦେଶର ନିଆରା ଗାଁ: ସମସ୍ତଙ୍କୁ ମିଳେ ମାଗଣା କ୍ଷୀର
Ragini
ହାଇଦ୍ରାବାଦ: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆନ୍ଧ୍ରପ୍ରଦେଶର ଏମିତି ଏକ ଗାଁ ରହିଛି ଯେଉଁ ଗାଁରେ ଲୋକମାନେ କ୍ଷୀର କିଣା ବିକା କରନ୍ତି ନାହିଁ । ଯେଉଁମାନଙ୍କର ଦରକାର ସେମାନଙ୍କୁ ମାଗଣାରେ ଯୋଗାଇ ଦିଅନ୍ତି । ଆହୁରି ଆଶ୍ଚର୍ଯ୍ୟର କଥା ଯେ ଏହି ଗାଁର ଲୋକେ କ୍ଷୀରର ଲିଟର ପିଛା ମୂଲ୍ୟ ମଧ୍ୟ ଜାଣନ୍ତି ନାହିଁ ।ଆମେ ଆପଣଙ୍କୁ କହୁଛି ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲା ଗୋନଗଣ୍ଡଲା ମଣ୍ଡଳ ଅଧିନସ୍ତ ଗଂଜିହାଲୀ ଗାଁର କଥା । ୧୧ ଶହ ପରିବାରର ୪୭୫୦ ଲୋକ ବାସ କରୁଥିବା ଏହି ଗାଁରେ ପାଳିତ ହୋଇଛନ୍ତି ୧୨୦ ଗାଇ ଓ ୨୦ ଟି ମଇଁସି । ଏମାନଙ୍କ ଠାରୁ ଦୈନିକ ୧ ହଜାର ଲିଟର ଦୁଗ୍ଧ ଉତ୍ପାଦନ କରାଯାଇଥାଏ । ବଡକଥା ହେଉଛି ଏତେ ପରିମାଣର ଦୁଗ୍ଧ ଦୈନିକ ଉତ୍ପାଦନ ହେଉଥିଲେ ବି ଗ୍ରାମାବାସୀ ଏହାକୁ ନା ଡାଇରୀ ଫାର୍ମକୁ ନା ଘରୋଇ ଭାବେ କାହାକୁ.......
Category: ପ୍ରେରଣା | Language: Odia
- 24 May, 2025
- By Ragini