You can write and publish your own articles here.
Please download the app to get started.

Download App

କ୍ୟାନ୍‌ସରର ଆଶଙ୍କା ବଢାଏ ଏସବୁ ଖାଦ୍ୟ

ସଂଗୃହୀତ

ରୋଗଭିତରେ ସବୁଠୁ ଘାତକ ହେଉଚି କ୍ୟାନ୍ସର। ଯାହା ନାଁ ଶୁଣିଲେ ଛାତିରେ ଛନକା ପଶିଥାଏ। କାରଣ ଥରେ ଏହି ରୋଗ ଗ୍ରାସକଲେ ଏହା କବଳରୁ ବର୍ତ୍ତିବା ମୁସ୍କିଲ। ତେବେ ବିଭିନ୍ନ କାରଣରୁ ଏହି ରୋଗ ଶରୀରକୁ କବଳିତ କରିଥାଏ। ତେବେ ଦୈନନ୍ଦିନ ଆମେ ଖାଉଥିବା କିଛି ଖାଦ୍ୟଜନିତ କାରଣରୁ କ୍ୟାନ୍ସର ହୋଇଥାଏ। ଯାହା ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି। ଏମିତି କିଛି ଖାଦ୍ୟ ଏବଂ ଏଗୁଡ଼ିକୁ ଯେଉଁଥିରେ ସିଲ କରାଯାଇଛି ସେଥିରେ ଅତ୍ୟଧିକ ମାତ୍ରାରେ କେମିକାଲ ଏବଂ ଏସିଡ ଭାଗ ଥାଏ। ଖାଦ୍ୟକୁ ତାଜା ରଖିବା ଏବଂ ସୁସ୍ୱାଦୁ କରିବା ନିଶାରେ ସେଥିରେ କେବଳ ବିଷହିଁ ମିଶ୍ରଣ ହେଉଚି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ସମାଗ୍ରୀ କିଭଳି ଭାବେ କ୍ୟାନ୍ସର ବାହକର ଉପାଦାନ ଥାଏ।୧-ଆଳୁ ଚିପ୍ସ: ବଜାରରେ ବିକ୍ରି ହେଉଥିବା ବିଭିନ୍ନ କମ୍ପାନୀର ଆଳୁ ଚିପ୍ସ ପ୍ରାୟ ସମସ୍ତେ ଖାଆନ୍ତି। .......Read More

Category: ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App