You can write and publish your own articles here.
Please download the app to get started.

Download App

ଅଶ୍ଳିଳ

ରବି କାନୁନ୍‌ଗୋ

ଟାଟା-ଆଲେପ୍ପି ସୁପରଫାଷ୍ଟ ଯେବେଠୁଁ ଧାନବାଦ-ଆଲେପ୍ପି ହେଇଚି ସେଇଦିନୁ ଦକ୍ଷିଣଆଡକୁ ରାଉରକେଲା ଯାତ୍ରୀଙ୍କ ଦୁଃଖ ଆରମ୍ଭ । ସୁପ୍ରତ ଦାସଙ୍କ ଆଶଙ୍କା ୱାଜିବ୍ ଥିଲା । ତଥାପି, କାଳେ ଆଜି ଯଦି ବ୍ୟତିକ୍ରମ ଘଟି ପାରେ । ଆଶାରେ ବଂଚିବା ଭଲ ଲାଗେ । ଆଜି ଲେଟ୍ ନ ହୋଇ ପାରେ । ପାଞ୍ଚ ବର୍ଷର ନାତିକୁ ସାଙ୍ଗରେ ଧରି ବୋହୂ ଯାଉଥାଏ ଚେନ୍ନାଇ । ଏପରି ଏକଲା ଯାତ୍ରା ସହିତ ବୋହୂ ଅଭ୍ୟସ୍ତ । ଭୁବନେଶ୍ୱରରେ ତା ବାପା ବୋଉ ଓ ହାଇଦ୍ରାବାଦରେ ଭାଇ ଭାଉଜ, ଏମିତି ଭେଟାଭେଟି ପାଇଁ ଏକ ସୁଚିନ୍ତିତ ତାଲିକା । ବୋହୂ ପାଖରେ ମୋବାଇଲ୍ । ମୋବାଇଲ୍ ଚୋରି କଥା କହିକହି ଶାଶୂ ବାରମ୍ବାର ତାକୁ ହୁସିଆର କରୁଥା’ନ୍ତି । ତଥାପି ସୁବ୍ରତ ବାବୁ ଓ ତାଙ୍କ ପତ୍ନୀଙ୍କ ମନରେ ନାନା ବିଭତ୍ସ ଓ ଭୟାନକ ଉଦ୍‌ବେଗ ଳୁଚି.......Read More

Category: ଗଳ୍ପ (ଆଧୁନିକ) | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App