କିପରି ଆସିଲା ମଣିଷ ପାଖକୁ ନିଆଁ ?
ସଂଗୃହୀତ
କେବେଠୁ ଏବଂ କେମିତି? କିପରି ମଣିଷଙ୍କ ପାଖକୁ ଆସିଲା ନିଆଁ? ଅଗ୍ନୀର ବ୍ୟବହାର କିଏ ଶିଖାଇଲା? ଏମିତି କିଛି ପ୍ରଶ୍ନ ଉପରେ ବର୍ଷ ବର୍ଷ ଧରି ଗବେଷଣା ଚାଲିଛି । ଦିନେ ଯାହାକୁ ସମସ୍ତେ ଡରୁଥିଲେ ତାହା କେମିତି ଧିରେଧିରେ ମଣିଷ ଜୀବନର ଏକ ପ୍ରମୁଖ ଅଂଶ ପାଲଟିଗଲା ସେନେଇ ଅନେକ ବିଶେଷଜ୍ଞ ଭିନ୍ନ ମତ ଦେଉଛନ୍ତି । ତେବେ ଇଂଲଣ୍ଡର ପ୍ରତ୍ନତତ୍ତ୍ୱବିତମାନେ ଏକ ନୂଆ ଖୁଲାସା କରିଛନ୍ତି । ସେମାନେ ୪ଲକ୍ଷ ବର୍ଷ ତଳେ ମଣିଷମାନେ ନିଆଁର ବ୍ୟବହାର ବାବଦରେ ଜାଣିଥିବା ନେଇ ପ୍ରମାଣ ଦେଇଛନ୍ତି । ଏଥିରୁ ନିଆଁ ମଣିଷ ଜୀବନରେ ପ୍ରାୟ ସାଢେ ୩ଲକ୍ଷ ବର୍ଷରୁ ୪ଲକ୍ଷ ବର୍ଷ ତଳେ ଯୋଡି ହୋଇଥିଲା ବୋଲି ସେମାନେ ଜାଣିବାକୁ ପାଇଛନ୍ତି । ଏହାସହ ପୂର୍ବରୁ ନିଆଁ ବ୍ୟବହାରର ଉତ୍ପତ୍ତି ନେଇ ରହିଥିବା ଥିଓରୀ ବା ତର୍କକୁ ନୂଆ ଗବେଷଣା ଚ୍ୟାଲେଞ୍ଜ୍ କରିଛି । ତେବେ ନିଆଁର ବ୍ୟବହାର ନେଇ.......
Category: ପରିବେଶ ଓ ବିଜ୍ଞାନ | Language: Odia
- 25 Dec, 2025
- By ସଂଗୃହୀତ