You can write and publish your own articles here.
Please download the app to get started.

Download App

ଦ୍ଵେତ ନଗରୀର ଜୀବନ ରେଖା: ଚନ୍ଦକା- ଡମପଡ଼ା ଅଭୟାରଣ୍ୟ

ତୁହିନାଂଶୁ କର

ପୂର୍ବଘାଟ ପର୍ବତମାଳାର ଦକ୍ଷିଣପୂର୍ବ ସୀମାରେ ଅବସ୍ଥିତ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଏକ ପୃଥକ୍ ଅରଣ୍ୟ। ପୂର୍ବେ ଏହା ସୁବିସ୍ତୀର୍ଣ୍ଣ ପୂର୍ବଘାଟ ବନାଞ୍ଚଳ ଓ ମଧ୍ୟଭାରତୀୟ ହସ୍ତୀ ପରିସର ଅନ୍ତର୍ଭୁକ୍ତ ଥିଲା। ଏ ଅଞ୍ଚଳରେ ଏକଦା ବହୁତ ମହାବଳ ବାଘ ଥିବାର ଜଣାଯାଏ କାଳକ୍ରମେ ଏମାନଙ୍କ ସଂଖ୍ୟା ହ୍ରାସପାଇ ୧୯୬୭ ମସିହାରେ ଏହି ଅରଣ୍ୟର ଶେଷ ମହାବଳବାଘଟି ନନ୍ଦନକାନନର ଖୁଆଡକୁ ଡେଇଁ ବନ୍ଦୀ ଜୀବନ ଆବୋରିନେଇଥିଲା। ତେବେ ୧୯୫୭ ମସିହାରେ ଭୁବନେଶ୍ଵର ରାଜ୍ୟର ରାଜଧାନୀ ଭାବରେ ସ୍ୱୀକୃତି ପାଇବା ପରେ ଏହି ଜଙ୍ଗଲଉପରେ କାଠ ଉପକରଣ ଓ ଜାଳେଣୀ ପାଇଁ ଅନେକ ଚାପ ପଡିଥିଲା। ଫଳତଃ ଏହି ଜଙ୍ଗଲଟି କ୍ଷୟ ହୋଇ ଏଠାରେ ବସବାସ କରୁଥିବା ବନ୍ୟପ୍ରାଣୀମାନଙ୍କ ଉପରେ ପ୍ରଭାବ ପକାଇଲା। ତତ୍କାଳୀନ ରାଜ୍ୟ ସରକାର ଏହି ଜଙ୍ଗଲକୁ ସୁରକ୍ଷାଦେବା ପାଇଁ ୧୬ ଅଗଷ୍ଟ ୧୯୮୨ ମସିହାରେ ଏହାକୁ ଅଭୟାରଣ୍ୟ ଭାବରେ ଘୋଷଣା କରିଥିଲେ। ଏହାର କ୍ଷେତ୍ରଫଳ ୧୯୩.୩୯ ବର୍ଗ କିମି.......Read More

Category: ପ୍ରବନ୍ଧ | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App