ମହାପ୍ରଭୁଙ୍କ ଜେଉଟ ଭୋଗ: ଏକ ପରିଚୟ
ତୁହିନାଂଶୁ କର
ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ସେ ଏକାଧାରରେ ପୁରୁଷ ପୁଣି ସେ ଜଣେ ନାରୀ ଅଥବା ଏମିତି କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ପରଂବ୍ରହ୍ମ ଜଗନ୍ନାଥ ଲିଙ୍ଗ ଭେଦର ବହୁ ଉର୍ଦ୍ଧ୍ଵରେ। ସେ ଅଜନ୍ମା, ତଥାପି ସୃଷ୍ଟିର କଲ୍ୟାଣ ପାଇଁ ଯୁଗେ ଯୁଗେ ବାରମ୍ବାର ଜନ୍ମ ନିଅନ୍ତି। ପୁରାଣ ଶାସ୍ତ୍ର ମତରେ ଭଗବାନଙ୍କ ପିତାମାତା ଥିଲେ ହେଁ, ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏକ ବ୍ୟତିକ୍ରମ ଦେଖାଯାଏ । ସେ ବ୍ୟତିକ୍ରମ ହେଉଛି, ମହାପ୍ରଭୁ ନିଜେ ନିଜକୁ ଜନ୍ମ ଦିଅନ୍ତି କାରଣ ବ୍ରହ୍ମଙ୍କୁ କିଏ ବା ଜନ୍ମ ଦେଇପାରିବ? ତେଣୁ ମହାପ୍ରଭୁ ବର୍ଷକୁ ଦୁଇଥର ଗର୍ଭଧାରଣ କରିଥାନ୍ତି। ଥରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କୁ ଏବଂ ଆଉଥରେ ଲୀଳାମୟ ପୁରୁଷ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେଇଥାନ୍ତି। ତେଣୁ ଶ୍ରୀରାମନବମୀ ଏବଂ ଜନ୍ମାଷ୍ଟମୀର ଠିକ୍ ପୂର୍ବଦିନ ରାତିରେ, ମହାପ୍ରଭୁଙ୍କୁ.......
Category: ପରିବେଶ ଓ ବିଜ୍ଞାନ | Language: Odia
- 16 Aug, 2025
- By ତୁହିନାଂଶୁ କର