You can write and publish your own articles here.
Please download the app to get started.

Download App

ଯଉବନ ଥରେ ଗଲେ ଆଉ ଆସେନା

ଅନ୍ନଦାଶଙ୍କର ରାୟ

ଆହା, ଯଉବନ ଥରେ ଗଲେ ଆଉ ଆସେନା ବୃଥା ବିଧୁର ପରାଣେ ଝୁରେ ବାସନା ଫୁଲ ଫୁଟେ, ଫୁଲ ଝଡ଼େ ପୁଣି ଫୁଟେ ସେ,ପୂରନିମା ଶଶୀ ବୁଡ଼େ, ପୁଣି ଉଠେ ସେ ବରଷକେ ଆସି ପୁଣି ମଧୁ ବାଇତ,ବିରହିଣୀ ଧରଣୀର ପ୍ରାଣ-ଚୟିତ ମାତର ନ ଆସେ ଫେରି ଯଉବନ ଗୋ,ବାହୁଡ଼ଇ ନାହିଁ ଗୋପେ ଗୋପଧନ ଗୋ !ନ ଫେରଇ ଥର ଥର ଚୋରା ଚାହାଣି,ନ ଫେରଇ ଛନ-ଛନ ମନ-କାହାଣୀ ପରଥମ ପ୍ରଣୟ ଗୋ ସରମ ରଙ୍ଗା,ବିରହ ନୀରଘ ଶ୍ବାସ ମରମ ଭଙ୍ଗା ସୁଖର ବେଦନା ମୋର ନୀରବ ପ୍ରୀତିନ ଫେରିବ କଣ୍ଠେ ଗୋ, ତା’ ମଧୁ ଗୀତି ଅଧର ଅଳକ ଆଖି ଆଉ ହସେ ନା,ଆହା, ଯଉବନ ଥରେ ଗଲେ ଆଉ ଆସେ ନା (2)ଛୋଟ ଏ ଜୀବନ ବୋଲି ଦୁଃଖ ନାହିଁ ତ,ଯଉବନ ବିହୁନେ ମୋ ସୁଖ ନାହିଁ ତ !!ହିମ ନ ହେଉଣୁ ଗାଲେ ତପତ ତୁମ,ବାସି ନ.......Read More

Category: କବିତା (ଆଧୁନିକ) | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App