ଗୁରୁ

ହରିହର

ଗୁରୁ ଭଗବାନ | ମାତ୍ର ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ପ୍ରତି ଆରୋପିତ ହେବା ଅନୁଚିତ | ଆମର ଜୀବନ ଗୁରୁମୟ | ପ୍ରତି ମୁହୂର୍ତ୍ତରେ ଆମେ କାହାଠାରୁ କିଛି ଶିଖୁଛୁ | ସେ ସମୟରେ ସେ ଆମର ଗୁରୁ | ତେଣୁ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଗୁରୁଙ୍କ ଆସନରେ ବସାଇ ତାଙ୍କୁ ଭଗବାନ ବନାଇ ଦେବା ଓ ତାଙ୍କର ସବୁକଥାକୁ ଆଖିବୁଜି ମାନିନେବା ଦ୍ବାରା ଆମେ ମହାନ ଗୁରୁବାଦର ଅବମାନନା କରିବା ସହିତ ଆମର ଶିଖିବା ଦ୍ବାର ବନ୍ଦ କରିଦେଉଛୁ କହିଲେ ଚଳେ |ଭଗବାନ କହିଲେ - ଉଦ୍ଧବ ! ମନ ହେଉଛି ତୋର ଗୁରୁ | ଏଇ ମନକୁ ବଶ କରିବା ଶିଖ | ଅବଧୂତ ଅନେକ ଗୁରୁ କରିଥିଲେ | ଆମର ଜୀବନର ପ୍ରତି ମୁହୂର୍ତ୍ତରେ କେହି ଜଣେ ଆମର ଗୁରୁ | ଆମେ ଆମର ଶିଖିବା ପ୍ରବୃତ୍ତିଟା ସବୁବେଳେ ମୁକ୍ତ ରଖିବା, ଜୀବନର ଅନ୍ତିମ.......

Category: ପ୍ରେରଣା | Language: Odia