ଶ୍ରୀମଦ୍ ଭଗବଦ୍ ଗୀତା ( ଦ୍ବିତୀୟ ଅଧ୍ୟାୟ)
ବ୍ୟାସଦେବ
ଅଥ ଦ୍ୱିତୀୟୋଽଧ୍ୟାୟଃ । ସଞ୍ଜୟ ଉବାଚ ।ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣାକୁଲେକ୍ଷଣମ୍ ।ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ ॥୨-୧॥ ତାତ୍ପର୍ଯ୍ୟତଂ - ଅର୍ଜୁନଙ୍କ ପ୍ରତି ଲକ୍ଷ କରି, ତଥା - ସେହିପରି, କୃପୟା - କାତର, ଆବିଷ୍ଟମ୍ - ଅଭିଭୁତ, ଅଶ୍ରୁପୂର୍ଣ୍ଣ - ଲୋତକପୂର୍ଣ୍ଣ, ଆକୁଳେକ୍ଷଣମ୍ - ଦୃଷ୍ଟ ଅବରୋଧ, ବିଷିଦନ୍ତମ୍ - ବିଷାଦଗ୍ରସ୍ତ, ଇଦଂ - ଏହି, ବାକ୍ୟମୁବାଚ - ବାକ୍ୟ କହିଲେ, ମଧୁସୂଦନଃ - ଭଗବାନ ଶ୍ରୀକୃଷ୍ଣସଞ୍ଜୟ କହିଲେ - କାପୁରୁଷତାରେ ଆଚ୍ଛନ୍ନ, ଖେଦଯୁକ୍ତ ଓ ଅଶ୍ରୁଭରା ଚକ୍ଷୁଯୋଗୁ ଦୃଷ୍ଟିହରା ଅର୍ଜୁନଙ୍କୁ ଭଗବାନ ମଧୁସୂଦନ ଏହି କଥା କହିଲେ । ଶ୍ରୀଭଗବାନୁବାଚ ।କୁତସ୍ତ୍ୱା କଶ୍ମଲମିଦଂ ବିଷମେ ସମୁପସ୍ଥିତମ୍ ।ଅନାର୍ୟଜୁଷ୍ଟମସ୍ୱର୍ଗ୍ୟମକୀର୍ତ୍ତିକରମର୍ଜୁନ ॥୨-୨॥ .......
Category: ଧର୍ମ ଓ ଅଧ୍ୟାତ୍ମ | Language: Odia
- 20 Nov, 2025
- By ବ୍ୟାସଦେବ