You can write and publish your own articles here.
Please download the app to get started.

Download App

ଦେହାତୀତ

ଦେବଯାନୀ ରାୟ

ସେଇ ନିଟୋଳ ରୂପରେ ସମର୍ପି ଦେଇ ନିଜକୁସ୍ବପ୍ନ ଡ଼େଣାରେ ରଙ୍ଗ ମାଖିଛିବିଭୋର ପଣରଅବଚେତନାରେ ଚାହିଁଛିତୋ ଦେହ ବେଦୀର ମୁଖଶାଳାକୁ......ପୁଣି ବି ସାଉଁଟିଛି ନିଃ...ସ୍ବ...ହେବାର ଧୃଷ୍ଟତାଉପଲବ୍ଧ କରିଛିଅସ୍ଥିମଜ୍ଜାରେ ପ୍ରତିଟି ରକ୍ତ କଣିକାକୁ...ଶତ ପଦ୍ମରେ ଭାସ୍ବରଦୀପ୍ତିମନ୍ତ ନିଶବ୍ଦ ସ୍ବରରଚିର ଇପ୍ସିତ ମାର୍ଗ -ମର୍ଗାନ୍ତରରୁ ଆସିବାକୁ ହେବଆଲୋକର ବର୍ଣ୍ଣବିଭାକୁ.....ପ୍ରଜ୍ଞା ପାଣ୍ଡିତ୍ଯର କପଟ ପ୍ରବଞ୍ଚନାସରଳ ସଠତା ଭେଦିପାପ-ପୂଣ୍ଯନୀତି-ଅନୀତିରିଆଜ ସୁର୍ର ଧାରେଉର୍ଦ୍ଧ୍ବତାର ଗର୍ଭ ଗୃହରେଗୁଂଜରିତ ପ୍ରଣବ ମନ୍ତ୍ରଦେହଂ ଦେହୀର ଓଁ କାରବିଜୟ ସ୍ବରର ଅନ୍ତଃ କରଣରେଦକ୍ଷ ଅଲଂଘ୍ଯତାରେଦେହାତୀତ ହେବାକୁ........ ....Read More

Category: କବିତା (ଆଧୁନିକ) | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App