You can write and publish your own articles here.
Please download the app to get started.

Download App

ଜୀବନ୍ତ କାନ୍‌ଭାସ

ଶୁଭ୍ରା ସନ୍ତୋଷୀ ଗୌଡ଼

ରଂଗତୂଳୀ ଧରି ଆଜି ଆଙ୍କି ହୋଇଯାଏକାନଭାସ୍ ଉପରେ ରଂଗହୀନଜାବନର ରୂପରେଖ,ଅନ୍ଧାରି ଆଢୁଆଳେ ଝିଲମିଲ୍ ଦିଶେସତେ ଅବା ଜୀବନର ଏ କିଦାରୁଣ କଥା କୁହା ଆଲେଖ୍ଯ !ନୀଳ ଢେଉ ଯେବେ ଛୁଇଁଯାଏ କୂଳବେଳାଭୂମି ତଟ ହୁଏତା’ର ମିଳନସ୍ଥଳ, ସୀମାହୀନ ତା’ ବକ୍ଷ ଅସୀମଆଖି ଲଙ୍ଘି ପାରେନାସେପାରି ଦରିଆ କୂଳ!ମୁଁ, ମୋର କହି ଭସାଇ ଦିଏ ସେମାନବିକତାର ଅମୂଲ୍ଯ ମୂଲହେଲେ ସେ ଜାଣେନାକେଉଁଠି କେମିତି ଚହଟେନା ଆଉବିଶ୍ବାସ କି ଭରସାର ଫୁଲଖାଲି ରୁହେ ବାକି ମୁଁ ଆଉ ମୋର ପଣର ଢାଲ!ନଗ୍ନ ଚିତ୍ର ତା’ ଦୃଶ୍ଯମାନ ହୁଏବାସ୍ତବ ରୂପର ସେ କଥା କୁହେଗୋଟି ଗୋଟି କରିଛାପ ଛାଡି ଦେଇ ଯାଏଜୀବନ ଭରେ କାନଭାସ୍ ଛବିରେ ବଖାଣେ ସେ ସତେ ଅବାନିଛୁକ ହଜିଲା କାହାଣୀର କଥାଅବା ଲିଭିଲା ଛାତିର ବ୍ଯଥା !!1209 ଆସ୍ଟର୍ କମନ୍ସବ୍ରାନ୍ଡନ୍,ଫ୍ଲୋରିଡା-33511....Read More

Category: କବିତା (ଆଧୁନିକ) | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App