You can write and publish your own articles here.
Please download the app to get started.

Download App

ଶିଳ୍ପୀ

ଲକ୍ଷ୍ମୀପ୍ରିୟା ମହାରଣା

ଅଙ୍ଗୁଳିର ପୁଲକ ପରଶେଅନ୍ତର ଭାବନା ଲଭନ୍ତି ସ୍ୱରୂପକଳାର ବିଭବ କାଳଜୟୀ ହୁଏତୁଳୀମୁନର କାଉଁରୀ ସ୍ପର୍ଶରେକିଏ ବା ଦୋଷ ଦିଏ ତୁଳୀ ବା କଳାର ବିଭବକୁ । ।ମାତ୍ର ଶିଳ୍ପୀ ତାର ଗଢିଚାଲେଗୋଟେ ପରେ ଗୋଟେକାହାର ନିନ୍ଦା ଯଶକୁ ପାଥେୟ ନ କରିଦୁନିଆକୁ ରଙ୍ଗମୟକରିବା ପାଇଁ ତାର ତ ସୃଷ୍ଟିଉନ୍ମୁକ୍ତ କରି ସମର୍ପଣ କରିଦିଏଉତ୍କଣ୍ଠା ଅଧିରଉନ୍ମନ କଜଳପାତି ପରିତାର ସମସ୍ତ ବେଦନାକୁ । ।ଗାରେ ହସର ଝଲକରେନିନ୍ଦା ପ୍ରଶଂସାର ଉତ୍ତର ସେ ଦିଏଚଉଦିଗର ଏତେ ରଙ୍ଗ ଏତେ ଧ୍ୱନୀସବୁତ ଶିଳ୍ପୀର ଅମର ସୃଷ୍ଟିଅହଂକାରର ଅସୀମ ବଳୟକରିପାରେନା କଳଙ୍କିତ ତାର କୃତିକୁ ।ରଡ଼ମଡ଼ ଖରାରେ ଚାଲିଚାଲିହୁଏ ନାହିଁ କ୍ଲାନ୍ତ ଥକି ପଡ଼ିନାହିଁ ଦିନେତାରାମାନଙ୍କ ଦୁଃଖରେଫୁଲମାନଙ୍କ ବ୍ୟଥାରେବର୍ଷାବଧୂ ପାଉଁଜିର ଛମ୍‌ଛମ୍ ସୁରହୁତୁହୁତୁ ଜଳୁଥିବା ଜୁଇର କାହାଣୀଅମାନିଆ ନଈପାଣିଶିହରି ଉଠୁଥିବା ପ୍ରତ୍ୟେକଟି ଲୋମକୂପବସନ୍ତର ଜହ୍ନରାତି ସବୁତ ତାରକଳା ସବୁଜିମାର ରୂପରେଖଅନନ୍ତ କାଳକୁ !!....Read More

Category: କବିତା (ଆଧୁନିକ) | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App