ସୁପର ଯାତ୍ରୀ/ମମ୍
ଜୟନ୍ତ ପଟ୍ଟନାୟକ
ଅଧୁନା ବିଶ୍ଵରେ ଗୋଟିଏ ସମ୍ବାଦ ଅତିମାତ୍ରାରେ ଚହଳ ପକାଇଛି, ଭିଡିଓ ଭାଇରାଲ ହୋଇଛି । ମାଲେସିଆର ପେନାଙ୍ଗରେ ବାସ କରୁଥିବା ଭାରତୀୟ ବଂଶୋଦ୍ଭବ ମହିଳା ରାଚେଲ କୋୖର(୪୦)ପ୍ରତ୍ୟହ ପେନାଙ୍ଗରୁ ସେପାଙ୍ଗ(୪୦୦ କିମି ଦୂର)କୁ ବିମାନ ଯାତ୍ରା କରିବା ସଙ୍ଗେ ସଙ୍ଗେ ନିଜର ପିଲାମାନଙ୍କର ଦେଖାଶୁଣା କରିପାରୁଛନ୍ତି,ଯାହା ଏକ ବିଶ୍ଵ- ରେକର୍ଡ । ୧୯୮୦-୧୯୯୦ଦଶକରେ ଏଭଳି ଘଟଣା, ଭୁବନେଶ୍ୱର-ବ୍ରହ୍ମପୁର ଦୈନିକ ଯାତ୍ରୀ-ଙ୍କୁ ଆପଣମାନେ ପ୍ରତ୍ୟକ୍ଷ କରିଥିବେ । ନିଜର ଜୀବିକା ନିମନ୍ତେ ରାଚେଲ ୨୦୨୪ ପୂର୍ବରୁ କୁଆଲାଲୁମ୍ପୁରରେ ଭଡ଼ାଘରେ ରହୁଥିଲେ ମାତ୍ର କେବଳ ଶନି ଓ ରବିବାରରେ ସେ ପେନା -ଙ୍ଗରେ ରହୁଥିବା ପିଲାମାନଙ୍କ ପାଖକୁ ଆସିପାରୁଥିଲେ । କିନ୍ତୁ ପିଲାମାନଙ୍କୁ ଅଧିକସମୟ ଦେବାସକାଶେ ରାଚେଲ ନିତିଦିନ ପେନାଙ୍ଗରୁ ସେପାଙ୍ଗ ବିମାନଯାତ୍ରା କରି ପରିବାରର ଦେଖାଶୁଣା କରିବାକୁ ସ୍ଥିର କଲେ। ପ୍ରତ୍ୟହ ବିମାନରେ ଏତେଦୂର ରାସ୍ତା ଯିବାଆସିବା କରୁ-ଥିଲେ ସୁଦ୍ଧା ରାଚେଲ କୁଆଲାଲୁମ୍ପୁରରେ ଘରଭଡା ନେଇ ରହିବା ତୁଳନାରେ ପ୍ରାୟ ୧୪.......
Category: ପ୍ରେରଣା | Language: Odia
- 23 Apr, 2025
- By ଜୟନ୍ତ ପଟ୍ଟନାୟକ