You can write and publish your own articles here.
Please download the app to get started.

Download App

ହୋ ଆଜ ମୌସମ୍ କିତନା ସୁହାନା ହୈ

ଜୟନ୍ତ ପଟ୍ଟନାୟକ

ପ୍ରାୟ ୨୪ବର୍ଷତଳେ ଚତୁର୍ଥ ଶ୍ରେଣୀର ବିଜ୍ଞାନ ବହିରେ ଦେଖିଥିଲି, ସୂର୍ଯ୍ୟ ଯୋଗୁଁ ପାଗ ବଦଳେ । ପିଲାଦିନେ ଦେଖିଛି,ଗାଁ ଗହଳିରେ ବୟସ୍କ ବ୍ୟକ୍ତିମାନେ କହନ୍ତି,"ଯଦି ଘର- ଚଟିଆ ପକ୍ଷୀ ଧୂଳିରେ ଗାଧୋଉଥିବେ,ତେବେ ଆଗକୁ ବର୍ଷା ହେବ, ଯଦି ଝଡିପୋକ ଉଡି- ଲେ ତେବେ ମେଘ ଝଡି ଲଗାଇବାର ସମ୍ଭାବନା ଅଛି । "ମୁଁ ଶୁଣିଛି ନିର୍ମଳ ଆକାଶରେ ଯଦି ଚନ୍ଦ୍ର ଚାରିପଟେ ମଣ୍ଡଳଭଳି ଦେଖାଯାଉଥାଏ,ତେବେ କହନ୍ତି,ନିକଟେ ମଣ୍ଡଳ,ଦୂରେ ପାଣି, ପୁଣି ଦୂରେ ମଣ୍ଡଳ ନିକଟେ ପାଣି।ଏମିତି ଅନେକ କଥା ଜାଣୁଥିଲେ ଆମର ପୁରୁଣା ବୟସ୍କ ବ୍ୟକ୍ତିମାନେ।ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଓ ଆକାଶକୁ ଦେଖି ପାଣିପାଗର ଅନୁମାନ ମଧ୍ୟ ଲଗାଇ ପାରୁଥିଲେ।ଆମ ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ବିଖ୍ୟାତ ଚକଗୁଡିକ ଦିନର ବାର ଘଣ୍ଟାର ପ୍ରତୀକ।ଭୁବନେଶ୍ୱର ମୁକ୍ତେଶ୍ଵର ମନ୍ଦିରରେ ପଥରର ଏକ ସୂର୍ଯ୍ୟଘଡି ଅଛି,ଯୋଉଠି ପଡ଼ୁଥିବା ଖରା ବା ସୂର୍ଯ୍ୟକିରଣରୁ ସମୟ ନିର୍ଦ୍ଧାରଣ କରିହୁଏ।ଏସବୁ ଦେଖି -ଲେ ଆମ ପୂର୍ବପୁରୁଷମାନେ ଯେ କେତେ.......Read More

Category: ପରିବେଶ ଓ ବିଜ୍ଞାନ | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App