You can write and publish your own articles here.
Please download the app to get started.

Download App

ସନ୍ୟାସୀ

ହରିହର ତ୍ରିପାଠୀ

ଯେଉଁ ବିଶାଳ ଖେଳପଡିଆରେ ମୁଁ ପ୍ରାତଃଭ୍ରମଣ କରେ ତାର ଗୋଟେ କୋଣରେ ଚାଲିଥିଲା ରୋଷେଇ | ଚମତ୍‌କାର ଖିଚୁଡି | ପ୍ରସ୍ତୁତକର୍ତ୍ତା ଦୁଇଜଣ ସନ୍ୟାସୀ | ସନ୍ୟାସୀ ଦୁଇଜଣଙ୍କୁ ଦେଖି ପ୍ରାତଃଭ୍ରମଣ ବନ୍ଦକରି ଆଗ୍ରହାନ୍ବିତ ହେଲି ସକାଳୁ ସକାଳୁ ଟିକେ ସତ୍‌ସଙ୍ଗ କରିବା ନିମିତ୍ତ | ବୃଦ୍ଧ ସନ୍ୟାସୀଙ୍କୁ ପ୍ରଣାମ କଲି |ଆଶୀର୍ବାଦ ମୁଦ୍ରାରେ ଥାଇ ପ୍ରଶ୍ନକଲେ ଚା ପିଇବ ?ମନାକଲି |ଆଉ ସବୁ କଣ ଖବର ? ପ୍ରଶ୍ନକଲେ ସେ |ଭଲ | ଆପଣଙ୍କ ସହ ଟିକେ ସତ୍‌ସଙ୍ଗ ଲାଗି ମନବଳିଲା |କ’ଣ କର ? ପ୍ରଶ୍ନକଲେସାମ୍ବାଦିକ | କୁଣ୍ଠାର ସହ ଉତ୍ତରଦେଲି |ତେବେ ତ ବହୁ ପଇସା କମଉଥିବ | ଯାହା ଦରମା ତାଠାରୁ ଢେର ଉପୁରି ବି ଥିବ | ସନ୍ୟାସୀଙ୍କ ଆଖିରେ ଚମକ |ମୋ ପେଶା ସମ୍ବନ୍ଧରେ ମୋଠାରୁ ଅଧିକ ଜାଣିଥିଲେ ସେ | ପରେ ପରେ ଗପି ଚାଲିଲେ କେଉଁ ନେତା.......Read More

Category: ଗଳ୍ପ (ଆଧୁନିକ) | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App