You can write and publish your own articles here.
Please download the app to get started.

Download App

ଓଡ଼ିଶାରେ କାହିଁକି ନୁହେଁ ?

ହରିହର ତ୍ରିପାଠୀ

ଏକ ସତ୍ୟ ଘଟଣା । ଗାଁ ଶେଷମୁଣ୍ଡରେ ପାନଦୋକାନ କରିଥିବା ଦୋକାନୀଟିକୁ ପୁଲିସ୍ ମଦ ବେପାର କରୁଥିବା ଅଭିଯୋଗରେ ଗିରଫ କରିନେଲା । ଗାଁ ଲୋକେ ବହୁତ ଖୁସି ହେଲେ । ଗାଁ ଟୋକାଏ ମଦପିଇ ଉତ୍ପାତ କରୁଥିଲେ, ଯାହା ପଇସା ରୋଜଗାର କରୁଥିଲେ ତାକୁ ଉଡାଉଥିଲେ ତେଣୁ ପୁଲିସ୍ର କାମକୁ ଲୋକେ ପ୍ରଶଂସା କରିବା ସ୍ୱାଭାବିକ ଥିଲା । ହେଲେ ଦେଖାଗଲା ଦୁଇଦିନ ପରେ ଦୋକାନୀ ଥାନାରୁ ହସିହସି ଫେରିଲା । ପୁଣି ବେପାର ଚାଲିଲା ଯଥାରୀତି । ବରଂ କୁହାଯାଇପାରେ ଆହୁରି ଜୋର୍ ରେ ଚାଲିଲା । ଏ ଘଟଣାର ରହସ୍ୟ ବୁଝାପଡିଲା କିଛିଦିନ ପରେ ଯେତେବେଳେ ପାନରେ ଚୁନ ଲଗାଉ ଲଗାଉ ଦୋକାନୀ ତାର ଜେଲ୍ଯାତ୍ରାର କୀର୍ତ୍ତିକାହାଣୀ ଗପିଲା । ପୁଲିସ୍ ତାକୁ ଗିରଫ କରିନେଲାପରେ ବୁଝାଇଲେ, ହଇରେ ତୁ ଏମିତି ଛୋଟମୋଟ ଧନ୍ଦା କରୁଛୁ କାହିଁକି । ସେ ଯେତେବେଳ କହିଲା କି ତାକୁ ଭଲ.......Read More

Category: ପ୍ରବନ୍ଧ | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App