ଜ୍ୱଳନ
ଡ଼ଃ. କିଶୋର ମହାନ୍ତି
ବିଶ୍ୱାସରେ ବତୁରୁଛି ତାଲାବନ୍ଦର ଦିନନିଃଶ୍ୱାସରେ ବଞ୍ôଚଛିକହନାହିଁ ମତେଜ୍ୱଳନ ମୋ ସର୍ବାଙ୍ଗ ଶରୀରରେତଥାପି ଜିଇଁଛିପ୍ରେମରେ ଜଳୁଛି ନିଆଁ ସହର ଜଳୁଛି କରୋନା ଜଳାଉଛିଯେତିକି ସମ୍ପର୍କ ପୋଡ଼ି ପାଉଁଶ ହେଇଚିଅଧାଜଳା ମନ ମୋରସ୍ୱପ୍ନ ସବୁକୁ ସାଉଁଟିବାକୁ ଯାଇସ୍ମୃତି ସହ ସ୍ୱପ୍ନକୁ ମୋଜଳାଇ ଦେଇଛି ପୋଡ଼ା ବସନ୍ତ ସାଥିରେମୋ ପ୍ରିୟ ‘ୁଲ ସହମୁଁ ନିଜକୁ ପୋଡ଼ୁଚିଖାଲି ନିଃଶ୍ୱାସରେ ବଞ୍ଚିଛିଜଳନ୍ତା ଜୀବନ ନେଇମୁଁ ଯାହା ଡହଳ ବିକଳ ହେଉଛି....ମୋ : ୯୪୩୭୭୨୮୪୭୫....Read More
Category: କବିତା (ଆଧୁନିକ) | Language: Odia
- 10 May, 2025
- By ଡ଼ଃ. କିଶୋର ମହାନ୍ତି
