You can write and publish your own articles here.
Please download the app to get started.

Download App

ମାଟିକୁ କରିବା ଓଦା

ପରମା ନାଏକ

ଚାଳ ଛପର ମାଟି କାନ୍ଥର ଘରଆଉ କେତେ ଦିନ ସମ୍ଭାଳି ପାରିବ କୁହଗଜା ମରୁଡ଼ି ପରିଦାନା ବାନ୍ଧିଥିବା ଭୋକ, ମହାମାରୀଘୃଣା, ନିର୍ଯ୍ୟାତନାବର୍ବରତା ଓ ନ୍ୟାୟିକ ତତ୍ତ୍ୱାବଧାନରେପାରିତ କରୁଥିବାମୁଷ୍ଟିମେୟ ବୈମାତୃକଚତୁର୍ଥ ଶ୍ରେଣୀର ଆଖ୍ୟାରେ ମଣ୍ଡିତଐତିହ୍ୟ ଘୋଷଣାନାମାକୁ । ।ଆସରେ ମୋର ମୂଲନିବାସୀ ଭାଇ ମାନେ ରକତ ଛିଞ୍ଚି ମାଟିକୁ କରିବା ଓଦା‘ଳାଇଦେବା ଭାଇଚାରା ଜାତୀୟତାରମାଣ ମାଣ ‘ସଲ ସ୍ନେହ, ପ୍ରେମ, ଶ୍ରଦ୍ଧା ।ତୁମର ମନେ ଅଛି କି ନାହିଁ ଏ ଦେଶ ଗଢ଼ିଥିଲେଆମର ପୂର୍ବ ପୁରୁଷ ପୁନଃ ଗଢ଼ିବା ଆସନଚେତ ଜାତି କୁଟୁମ୍ବେ ଲାଗିବ ଦୋଷ ।ଲାଲ ସର ସର ଘା’‘ଫୁଟି ଆଁ କରିଛି ତୁମର ଯୋଡ଼ା ପାଦ ଉଖାଡି ‘ିଙ୍ଗ ସରିଯାଇଥିବା ଦରଦୀ ଚମଡା ଟିକିଏ ଦାନ୍ତ ଚାବି ।ହେଇ ଦେଖ..!ରାଷ୍ଟ୍ର ଆଖିରେ ଲୁହମାଲିକ ପାଟିରେ ନିଆଁବାପ ଦେହରେ ପ୍ରଚଣ୍ଡ ଖରା ଓବିଦ୍ରୋହୀର ଅସହ୍ୟ ତାପମା’ର ସୁଟକେସ୍ ଗାଡ଼ିରେକୋମଳମତି ପିଲାର ରଙ୍ଗୀନ ସ୍ୱପ୍ନ ।.......Read More

Category: କବିତା (ଆଧୁନିକ) | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App