ଆଲୁଅ କମ୍
ଡ. ଅସୀମା ସାହୁ
ଆ’..........ଆଗେଇବାଅନ୍ଧାର ଭିତରେତରତର ହେବାହାତବୁଲେଇଲେ କାନ୍ଥପାଦ ବଢ଼େଇଲେକଣ୍ଟାପଛରେ ପଥରଆଗରେ ନିଆଁତଥାପିଆଗେଇବାଜଳିବାର ମଜା ଅଲଗାଡର କ’ଣତା’ପରେ ତ ନିଆଁ ହୋଇଯିବାଆ’ଏଠି ଆଲୁଅ କମ୍ଆଲୁଅ ଦେଖେଇବା ....
Category: କବିତା (ଆଧୁନିକ) | Language: Odia
- 10 May, 2025
- By ଡ. ଅସୀମା ସାହୁ