ତୁମ ବିନା
ନିବେଦିତା କର
ତୁମ ବିନାକିଛି ତ ଫରକ୍ ପଡେନାଟିକ୍ ଟିକ୍ କରିସମୟ ତା ବାଟରେ ଚାଲେକ୍ୟାଲେଣ୍ଡର ର ପୃଷ୍ଠାବି ଓଲଟେବର୍ଷା, ଶୀତ, ବସନ୍ତଯା ଆସ କରନ୍ତି ଆଗଭଳି ।ମେଘ ଚମକରେଛନ୍ଦ ତୋଳେ ମୟୁରୀଆମ୍ବ ବଉଳର ବାସ୍ନା ସାଂଗେକୋଇଲି କୁହୁକରେ ଯୁଗଳ ବନ୍ଦୀଇନ୍ଦ୍ରଧନୁ ବି ଆସର ଜମାଏଦୂର ଆକାଶରେ ।ଚାରି ପାଖର କୋଳାହଳସଂଗୀତ ଆସରଯାନି ଯାତ୍ରା,ସବୁ ଚାଲେତୁମ ବିନାମୁଁ ବିଉପଭୋଗ କରେ ହେଲେ,କାଠ କଣ୍ଢେଇ ପରି । । ମାଧିପୁର, ପିପିଲି, ପୁରୀ ମୋ: ୯୪୩୯୮୭୦୫୧୬....Read More
Category: କବିତା (ଆଧୁନିକ) | Language: Odia
- 10 May, 2025
- By ନିବେଦିତା କର
