You can write and publish your own articles here.
Please download the app to get started.

Download App

ଆଳୁବସ୍ତା

ପ୍ରବୀଣ କୁମାର କବି

ଧୀରେଧୀରେ ସଂଜ ଗାଢ଼ ହେବାକୁ ଲାଗିଲାଣି, ଆକାଶରେ ଚକାମାଡି ବସିଲାଣି ଜହ୍ନ, ଚଉଁରାରେ ଦିପ୍ ଦିପ୍ ହେଇ ଜଳୁଥିବା ସଞ୍ଜବତୀର ତେଲ ବି ପ୍ରାୟ ସରିସରି ଆସିଲାଣି । ତଥାପି ବି ସେ ସଞ୍ଜବତୀ ସାମ୍ନାରେ ସେମିତି ହାତଯୋଡି ବସିଛି ବୋଉ । ମଝିରେ ମଝିରେ ଆଖି ଢଳଢଳ କରି, ଓଠ ଥରେଇ କ’ଣ ସବୁ କହିଯାଉଛି ଧିରେ ଧିରେ । କିନ୍ତୁ ତା’ ଅଲକ୍ଷରେ ତା କଥା ସବୁ ମିଳେଇ ଯାଉଛି ପଞ୍ଚଭୂତରେ, ତା ଆଖିରୁ ନିଗିଡ଼ି ପଡୁଥିବା ଆକୁଳତାର ବିନ୍ଦୁ ସବୁକୁ ଅଚିରେ ଶୋଷିନେଉଛି ପ୍ରବଞ୍ଚନାରେ ପୀଡ଼ିତ ଗୋଟେ ଦୀର୍ଘଶ୍ୱାସ, ହେଲେ ଏ କଥା ବୋଉ ଜାଣେନି । ଏମିତିବି ଆଜି ପ୍ରଥମ ନୁହଁ, ଏମିତି କେତେ ସଞ୍ଜ ତାର କଟିଛି ସେଇ ଚଉଁରା ମୂଳେ ବୃନ୍ଦାବତୀଙ୍କୁ ହାତଯୋଡି, କେତେ ସଞ୍ଜ ଏମିତି ତା ଆଖି ଲୁହରେ ଓଦା ହେଇଛି ଚୋଉଁରା । କେବେକେବେ ଦୀପରୁ ତେଲ ସରିଯାଇଛି.......Read More

Category: ଗଳ୍ପ (ଆଧୁନିକ) | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App