ଏଣ୍ଡୁଅ
ସୁଧାଂଶୁ ଶେଖର ଦ୍ବିବେଦୀ
ସୁବ୍ରତ ନୂଆଘର ତିଆରି କରିଛି । ସହରଠାରୁ ୧୫ କି: ମି: ଦୂର । ସକାଳ ୧୦ଟା ବାଜିଥାଏ । ପ୍ରଣବ ନିତ୍ୟକର୍ମ ସାରି ଜଳଖିଆ ଖାଇସାରି ବାହାର ପଡ଼ିଲା । ବୈକୁଣ୍ଠ ସାର ନୂଆଘରକୁ ସିପ୍ଟ ହେବା ପ୍ରାୟଃ ୮ ମାସ ହୋଇଗଲାଣି । ଗୃହ ପ୍ରବେଶ ବେଳେ ସୁବ୍ରତ ମୋବାଇଲରେ ମେସେଜ ଦେଇଥିଲା । କିନ୍ତୁ ସେତେବେଳେ କାମର ବ୍ୟସ୍ତତା ପାଇଁ ଯାଇପାରିନଥିଲା । ଏବେ ସମୟ ମିଳିଛି ଯିବାପାଇଁ ବାହାରିଛି । ସାର୍ଙ୍କ ଘର ଗେଟରେ ସୁବ୍ରତର ନାମଫଳକ ଦେଖି ପ୍ରଣବ ଆଶ୍ୱସ୍ତ ହୋଇ ଡୋର୍ ବେଲ ବଜାଇ ପ୍ରତୀକ୍ଷା କଲା । କିଛି ସମୟ ପରେ ନିଜେ ବୈକୁଣ୍ଠ ସାର ଦ୍ୱାର ଖୋଲି ପ୍ରଣବକୁ ଦେଖି ବିଭୋରିତ କଣ୍ଠରେ କହି ଉଠିଲେ, ଆରେ ପ୍ରଣବ ତୁମେ ! କେତେବେଳୁ ଆସିଲଣି ? ଆସ-ଆସ ଭିତରକୁ ଆସ ।ପ୍ରଣବ ସାରଙ୍କ ଚରଣ ସ୍ପର୍ଶ କରି ଘର ଭିତରକୁ.......
Category: ଗଳ୍ପ (ଆଧୁନିକ) | Language: Odia
- 14 May, 2025
- By ସୁଧାଂଶୁ ଶେଖର ଦ୍ବିବେଦୀ