କୋଠାଘର
ଅନୁଲିପ୍ତା ମିଶ୍ର
ବୁଢ଼ୀ କହୁଥିଲା, ଆରେ ବାଇୟା, ପିତୃ ପୁରୁଷଙ୍କ ପା ଲୁହା ର ଅ ।ଖି । ଦେଇପିଣ୍ଡି, ତୋ ବାପାଙ୍କ ଅସ୍ଥି, ପୁଣି ଠାକୁର ଘରେ ଶାଳଗ୍ରାମ... ୟାଙ୍କୁ ସବୁ ଛାଡ଼ି ମୁଁ କୁଅ ।ଡେ ଯିବି?? ପିତୃପୁରୁଷଙ୍କୁ ପାଣି ଟୋପାଏ ନଦେଲେ ଦୋଷ ଲାଗିବ ପରା ।ବୁଢ଼ୀର ପୁଅ ବଡ ହାକିମ । ସ୍ତ୍ରୀ ପିଲାଙ୍କୁ ଧରି ବଡ଼ ସହରରେ ବଡ଼ କୋଠାଘରେ ରୁହେ । ଗୋଡ଼ରେ ହାତରେ ଧୂଳିମଳି ଲାଗେନି । ବୁଢ଼ୀ ପୁଣି କହିଲା, ଅ ।ରେ ଧନ.... ମୁଁ କ’ଣ ରାଜଉଅ ।ସ କରିବାକୁ କହୁଛି ?? ଏଇ ବଖୁରେ କୋଠାଘର ତ... । ଫି’ ବରଷ ଝଡ଼ ପବନ । କୋଠାଘର ବଖୁରେ ଥିଲେ ନାହି ରେ ତେଲ ପକେଇ ଏଇଠି ବସିବି । ଅ ।ଉ ୟା ଘର ତା ଘର ହେବିନି ।ହାକିମ ପୁଅ । ପାଠ ବହୁତ । ବିଧବା.......
Category: ଗଳ୍ପ (ଆଧୁନିକ) | Language: Odia
- 14 May, 2025
- By ଅନୁଲିପ୍ତା ମିଶ୍ର